ଜେଜେ ତୁମେ ଯେଉଁଠି ବି ଥାଅ ଫେରିଆସ । ଆମେ ତୁମକୁ ବହୁତ ମିଶ୍ କରୁଛେ। ତୁମେ ଫେରି ଆସିଲେ ଆମେ ସମସ୍ତେ ବହୁତ ଖୁସି ହେବୁ। ଏମିତି କହି ପୁରୀରୁ କଲକାତା, ବାଲେଶ୍ବର ରୁ ଭୁବନେଶ୍ୱର ସବୁଠି ଖୋଜି ଖୋଜି ଶେଷରେ ଅସହାୟ ହୋଇପଡି ନାତୁଣୀ ପହଞ୍ଚିଛନ୍ତି ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରେ ।
#Garandfather #Missinggrandfather #GrandfatherandGranddaughterlove #Balasor #Nilagiri #Panchalingeswar #Odisha #ArgusNews