ଜେଲରେ ଅନ୍ଧାର କୋଠରୀରେ କଟିଗଲା ୧୯ ବର୍ଷ। ବାର୍ଦ୍ଧକ୍ୟରେ ନିର୍ଦ୍ଦୋଷରେ ଖଲାସ ହେଲେ। ଟ୍ରିପଲ ମର୍ଡର ଘଟଣାରେ ବାରିପଦା ମଣ୍ଡଳ କାରାଗାରରେ କଟିଗଲା ଜୀବନର ଅଧା ସମୟ। ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ତେବେ ଏହି ୧୯ ବର୍ଷ ପାଇଁ ଦାୟୀ କିଏ ?
#Mayurbhanj #baripada #Jail #triplemurdercase #HighCourt #investigation #ArgusNews