ଯାଜପୁର ରୋଡ଼ ସବଜେଲ କୁ ନାହିଁ ସ୍ଥାୟୀ ରାସ୍ତା । ଜେଲ ଅଛି ହେଲେ ନାହିଁ ରାସ୍ତା l ଜେଲରେ ରହିଥିବା ଅନ୍ତେବାସୀ ମାନଙ୍କୁ ଦେଖା କରିବାକୁ ଆସୁଥିବା ସେମାନଙ୍କ ସମ୍ପର୍କୀୟ ମାନେ ହୁଅନ୍ତୁ କିମ୍ବା ସରକାରୀ କର୍ମଚାରୀ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସମସ୍ତେ l
#Jajpur #Subjail #Roadproblem #Publicissue #Roadissue #Odisha #ArgusNews