ବଡ ଭବ୍ୟ ଢଙ୍ଗରେ ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହାନ୍ତି ଏହି ନବ ଦମ୍ପତ୍ତି । ସମସ୍ତେ ତଳେ ରହି ବର କନ୍ୟାଙ୍କୁ ଅଭିବାଦନ ଜଣାଉଛନ୍ତି । ଆଉ ଏହି ନବ ଦମ୍ପତ୍ତି ବି ଖୁସିରେ ଗଦଗଦ ହୋଇ ସମସ୍ତଙ୍କର ଅଭିବାଦନକୁ ଗ୍ରହଣ କରୁଛନ୍ତି । ତେବେ ଦେଖନ୍ତୁ ଆଗକୁ କଣ ହେଉଛି ଏମାନଙ୍କର....
#Viralvedio #newlymarriedcouple #uniquestyle #ArgusNews