ରାସାୟନିକ ସାର ବଦଳରେ କୃଷି କ୍ଷେତ୍ରରେ ଜୈବିକ ପଦ୍ଧିତ ଆପଣେଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ। ଏପରି କଲେ କମ୍ ଖର୍ଚ୍ଚରେ କୃଷକଙ୍କୁ ମିଳିବ ଅଧିକ ଉତ୍ପାଦନ ଏବଂ ମାଟିର ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଏହା ସହିତ ବିଦେଶରୁ ରାସାୟନିକ ସାର ଆମଦାନୀରେ ଦେଶକୁ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଗୁଜୁରାଟର ଆନନ୍ଦଠାରେ ଅନୁଷ୍ଠିତ ଜାତୀୟ ପ୍ରାକୃତିକ ଫାର୍ମିଂ କନକ୍ଲେଭରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ।
#Odisha #ArgusNews #organicfood #organicfarming #organicfarmers #organicfarmingindia #OrganicCultivation #PMNarendraModi