ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ସାହିକୁ ସାହି ଯାଇ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଉଦ୍ୟମ ଯାରିରଖଛନ୍ତି । ସମସ୍ତ ଆସନ ମହିଳା ପାଇଁ ସଂରକ୍ଷିତ ଥିବା ବେଳେ ୭ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମୋହିନୀ ନାୟକ। ସରପଂଚ ଓ ସମିତି ସଭ୍ୟା ପ୍ରଚାର ଚାଲିଥିବା ବେଳେ ଆମ ପ୍ରତିନିଧି ପ୍ରାର୍ଥୀମାନଙ୍କୁ ଭେଟିଥିଲେ ।
#Khordha #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews