#ଜୋରଦାର_ଚାଲିଛି_ପଂଚାୟତ_କସରତ
#ଏଭିତରେ_ଆରମ୍ଭ_ହୋଇଗଲାଣି_ପୌର_ତାତି
ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାର ପାଇଁ ତିନିଦଳ ଆରମ୍ଭ କଲେଣି ଜୋରଦାର ପ୍ରସ୍ତୁତି। ଭର୍ଚୁଆଲ ମୋଡରେ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନେତା। ସେପଟେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଡୋର ଟୁ ଡୋର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ ।
#Panchayatelection #Electio0n #election2022 #vote #starCampaign #candidate #doortodoor #ElectionCampaign #odisha #ArgusNews