ଜୋର ଧରିଲା ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଦାବୀ । ଓଡିଶା ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ବଂଶଧାରା ଅବବାହିକା ସୁରକ୍ଷା ସମିତି ପକ୍ଷରୁ ଆଜି ଗୁଣୁପୁର ସହରର ପ୍ରତ୍ୟେକ ୱାର୍ଡରେ ଧାରଣା ଓ ପ୍ରତିବାଦ କରାଯାଇଛି ।
#ArgusNews #Odisha #ArgusNewsTV #Rayagada #Gunupur #bansadhara