ଜୋର ଧରିଲା ଲୋକାୟୁକ୍ତଙ୍କୁ ବହିଷ୍କାର ଦାବି । ରାଜ୍ୟପାଳ ଭବନ ନିକଟରେ ଧାରଣା ଦେବା ସହ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି ସୂଚନା ଅଧିକାର କର୍ମୀ । ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ମାନଙ୍କୁ ଲୋକାୟୁକ୍ତ ସୁରକ୍ଷା ଦେଉଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ ।
#ArgusNews #Odisha #Bhubaneswar #Governor #protest #RTI