#ମୂଳଦୂଆ_ମନ୍ଦିର_ଉପର_ଗୁମ୍ବଦ_ମସଜିଦ୍!
କାଶୀ ବିଶ୍ଵନାଥ ମନ୍ଦିରକୁ ଭାଙ୍ଗି ମୋଗଲ ସମ୍ରାଟ ଔରଙ୍ଗଜେବ ତିଆରି କରିଥିଲେ ଜ୍ଞାନବାପୀ ମସଜିଦ। ଗତକାଲି ବାରାଣସୀ କୋର୍ଟ ଉତ୍ତରପ୍ରଦେଶର ଜ୍ଞାନବାପୀ ମସଜିଦକୁ ନେଇ ଲାଗିରହିଥିବା ବିବାଦକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ମସଜିଦରେ ଏକ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଇ ୧୭ ତାରିଖ ସୁଦ୍ଧା ସାରିବ ସର୍ଭେ । ମୁସଲମାନମାନଙ୍କ ବିରୋଧ ଯୋଗୁଁ ମେ ୨ ତାରିଖରୁ ଆରମ୍ଭ ହୋଇଥିବା ତିନି ଦିନିଆ ସର୍ଭେ କାର୍ଯ୍ୟ ଶେଷ ହୋଇପାରି ନ ଥିଲା । ହେଲେ ଆଶା ହିନ୍ଦୁମାନେ ଏଥର ଫେରିପାଇବେ ନିଜର ହକ୍।
#Odisha #ArgusNews #Gyanvapi #GyanvapiMosque #GyanvapiTemple #Kasi