#କୋହରେ_ଛାତି_ଫାଟି_ଯାଉଛି
#ବାହୁନି_ବାହୁନି_କାନ୍ଦୁଛି_ମାଆ
ଥରକୁ ଥର ହୋଇଯାଉଛନ୍ତି ଚେତାଶୂନ୍ୟ । ଆଈଙ୍କ ଆଖିରୁ ଲୁହ ଶୁଖୁନି । ଆମ୍ବୁଲାନ୍ସ ପଛରେ ପାଗଳ ପ୍ରାୟ ଦୈଡୁଛନ୍ତି ବାପା । ମେଧାବୀ ଛାତ୍ରଙ୍କୁ ହରାଇ ବିଶ୍ବାସ କରିପାରୁ ନାହାଁନ୍ତି ସ୍କୁଲର ଶିକ୍ଷକ ।
#Bhubaneswar #bmc #jyotiprakash #childdeath #mother #Father #crying #students #drainage #Odisha #ArgusNews