#ଜୟପୁର_ଗଣଦୁଷ୍କର୍ମକୁ_ପୁରିଲା_10_ଦିନ !
#ହେଲେ_ଅପରାଧୀଙ୍କୁ_ଧରିବାରେ_ବିଫଳ_ଜୟପୁର_ପୋଲିସ !
#କାହା_ଚାପରେ_କାମ_କରୁଛି_ଜୟପୁର_ପୋଲିସ ?
କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛି ଜୟପୁର ପୋଲିସ.....ଆଉ କାହା ନିର୍ଦ୍ଦେଶ ଆସିଲେ ଅଭିଯୁକ୍ତ ଯିବେ ହାଜତକୁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି
#Koraput #Jaypur #rapecase #jaypurpolice #ArgusNews