#ବଡବଡିଆଙ୍କୁ_ଆବାସ_ଗରିବଙ୍କୁ_ନା
ରାଜ୍ୟ ସରକାର ଘୋଷଣା କରୁଛନ୍ତି କେହି ମାଟି କୁଡିଆରେ ରହିବେ ନାହିଁ। ସମସ୍ତଙ୍କ ପାଇଁ ପକ୍କା ଘର ଯୋଗାଇ ଦିଆଯିବ। କିନ୍ତୁ ବିଡମ୍ବନା ଆବାସ ଯୋଜନାରେ ଗରିବ ବାଦ୍ ପଡୁଥିବା ବେଳେ ଘର ହାତେଇଛନ୍ତି ବଡବଡିଆ। ଏଭଳି ଅଭିଯୋଗ ଆସିଛି , କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତରେ।
#kandhamal #GUdaygiri #Durgamaodisha #housingscheme #AwasScam #Corruption #ArgusNews