ବାରମ୍ବାର ଶିଖରପୁର ଟ୍ରାଫିକ ଛକରେ ରାସ୍ତାରେ ଗୋଡି ପଡି ରହୁଥିବା ବେଳେ ତାହାର ସଫା କରାଯାଉନାହିଁ । ଯାହାଫଳରେ ସଂପୃକ୍ତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଉକ୍ତ ରାସ୍ତା । ଶେଷରେ ଲୋକଙ୍କ ସୁରକ୍ଷା ପାଇଁ ନିଜେ ଝାଡୁ ଧରି ରାସ୍ତା ସଫାକଲେ ଦୁଇ ଟ୍ରାଫିକ କନଷ୍ଟେବଳ । ସୂର୍ଯ୍ୟ ନାରାୟଣ ଓ ଗିରିଜା ଶଙ୍କର ବେହେରା ।
#Cuttack #Roadclean #TrafficPolice #Odisha #ArgusNews