ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଇଏଲ୍ଏସ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା । ସୂଚନା ଦେଲେ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି । ଆଇଏଲ୍ଏସ୍ କାର୍ଯ୍ୟକ୍ଷମ ହେବା ଦ୍ୱାରା ପ୍ରତିକୂଳ ପାଗରେ ବିମାନ ଗୁଡ଼ିକର ଭିଜିଟିଲିଟି ସମସ୍ୟା ଦୂର ହେବା ସହ ଅବତରଣ ଏବଂ ଉଡାଣରେ ସହାୟକ ହେବ ।
#ArgusNews #ArgusNewsTV #Odisha #JharsugudaAirport