୨ ଦିନିଆ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି କେନ୍ଦ୍ରମନ୍ତ୍ରୀ ଝାରସୁଗୁଡା ରେଳ ଷ୍ଟେସନରେ ପହଁଞ୍ଚି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥଇବା ଦେଖିବାକୁ ମିଳିଛି। ରେଳ ଷ୍ଟେସନରେ ଥିବା ବିଭିନ୍ନ ଷ୍ଟଲ ବୁଲି କେନ୍ଦ୍ରମନ୍ତ୍ରୀ ଦୋକାନୀ ମାନଙ୍କ ସହିତ ଆଲୋଚନା କରିଛନ୍ତି।
#RailwayMinister #AshwiniVaishnav #arrived #Jharsuguda #railwaystation #Visit #ArgusNews