ମଙ୍ଗଳବାର ରାତିରୁ ଲାଗି ରହିଥିବା ଅଦିନିଆ ବର୍ଷା ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ଘଟାଇଛି । ମଣ୍ଡିଗୁଡ଼ିକରେ ଖୋଲା ଆକାଶ ତଳେ ଧାନ ବସ୍ତା ପଡ଼ିରହିଲା । ଘୋଡ଼ାଇବାକୁ ପଲିଥିନ ମଧ୍ୟ ଯୋଗାଇ ଦିଆଗଲା ନାହିଁ । ପ୍ରଶାସନ ଏବଂ ଅଦିନିଆ ବର୍ଷା ମିଳିତ ଭାବେ ଅଞ୍ଚଳର ଚାଷୀଙ୍କ ବିପର୍ଯ୍ୟୟର କାରଣ ପାଲଟିଛି ।
#Jharsuguda #westernOdisha #heavyrain #farmersissue #mandiissue #OdishaCM #ArgusNews