ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ସମଲେଶ୍ବରୀ ମନ୍ଦିରନେ ରାଏତ ଅଧିଆ ଚୁରି । ମୁଖା ପିନ୍ଧିକିନା ଝନେ ଦୁର୍ବୃତ୍ତ ମନ୍ଦିର ଭିତରେ ପଶିକି ମାଙ୍କର୍ ମୂର୍ତ୍ତିନୁ ସୁନା, ରୂପା ଗହଣା ଆର୍ ଦାନ ବାକ୍ସ ଚୋରି କରିକି ଫେରାର ହେଇଯାଇଛନ୍ । ଚୋରି କରୁଥିବାର୍ ଦୃଶ୍ୟ CCTVନେ କଏଦ ହେଇଛେ ।
#Jharsuguda #Bandhbahal #SamaleswariTemple #CCTVfootage #Odisha #ArgusNews