ଦିବାଲୋକରେ ଗ୍ୟାସ କଟର ସାହାଯ୍ୟରେ କାଟି ନେଉଛନ୍ତି କାରଖାନାର କୋଟି କୋଟି ଟଙ୍କାର ଯନ୍ତ୍ରାଂଶ । ଗୋଟେ ପଟେ କାରଖାନା ଖୋଲିବ କାମ ମିଳିବ ଆଶାରେ ହଜାର ହଜାର ପରିବାର ସ୍ବପ୍ନ ଦେଖୁଥିବା ବେଳେ ବନ୍ଦ ପଡ଼ିଥିବା କାରଖାନାର କିଛି ଅସାଧୁ ସୁରକ୍ଷାକର୍ମୀଙ୍କ ସହଭାଗୀତାରେ ଲୁଟ ହେଉଛି କାରଖାନାର ମୂଲ୍ୟବାନ ସାମଗ୍ରୀ
#jharsuguda #actionispat #Company #partsloot #ArgusNews