ଝାରସୁଗୁଡା ଷ୍ଟେସନର ଉନ୍ନତିକରଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ରେଳମନ୍ତ୍ରୀ। ଦୁଇ ଦିନିଆ ଝାରସୁଗୁଡ଼ା ଗସ୍ତରେ ରେଳମନ୍ତ୍ରୀ । ଆଜି ଝାରସୁଗୁଡ଼ା ରେଳ ଷ୍ଟେସନ ବୁଲି ଦେଖିବା ସହ ଷ୍ଟେସନରେ ଥିବା ଟି ଷ୍ଟଲରୁ ଚା’ ପିଇବା ସହ ବିସ୍କୁଟ ଖାଇଥିଲେ ।
#RailwayMinister #AshwiniVaishnav #Visit #Jharsuguda #railwaystation #TeaStall #ArgusNews