#ବଢ଼ିବ_ଝିଅଙ୍କ_ସର୍ବନିମ୍ନ_ବିବାହ_ବୟସ
#ଏଣିକି_ବିବାହ_ପାଇଁ_18_ନୁହଁ_21_ବର୍ଷ
ବଢିଲା ଝିଅଙ୍କ ସର୍ବନିମ୍ନ ବିବାହ ବୟସ। ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ 18 ରୁ 21କୁ ବୃଦ୍ଧି । ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ 18ରୁ 21କୁ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି ।
#marriage #CabinetsApproval #cabinet #Odisha #ArgusNews #SpecialMarriageAct #HinduMarriageAct #law