#ଝିଅ_ମାନଙ୍କ_ବିବାହ_ବୟସ_୨୧_ହେବା_ଆବଶ୍ୟକ
ଭାରତୀୟ ସ୍ତ୍ରୀ ଶକ୍ତି ଏବଂ ସ୍ବର ଓଡିଶା ଫାଉଣ୍ଡେସନ ପକ୍ଷରୁ ଝିଅଙ୍କ ବାହାଘର ବୟସ କେତେ ହେବା ଠିକ ଏହି ବିଷୟରେ ଏକ ସେମିନାର ଆୟୋଜିତ ହୋଇଯାଇଛି । ବିବାହ ବୟସ ଝିଅଙ୍କ ପରିପକ୍ବତା ଉପରେ ନିର୍ଭର କରିବା ଉଚିତ ବୋଲି କହିଛନ୍ତି ସଂଗଠନ ସଦସ୍ୟ ।
#Bhubaneswar #IndianWomensPower #OdishaFoundationorganized #seminar #marriagedate #Odisha #ArgusNews