#ଝୁଣ୍ଟିଲା_ରାଜ୍ୟ_ସରକାରଙ୍କ_5_T_କାର୍ଯ୍ୟକ୍ରମ
#ଲକ୍ଷେ_70_ହଜାର_ଅଭିଯୋଗ_ସହ_ଶୀର୍ଷରେ_ମୁଖ୍ୟମନ୍ତ୍ରୀଙ୍କ_ଗଞ୍ଜାମ_ଜିଲ୍ଲା
ସରକାରୀ ସେବାକୁ ଅଧିକ କ୍ରୀୟାଶୀଳ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଥିଲେ 5-T କାର୍ଯ୍ୟକ୍ରମ । ନାରା ଦିଆଯାଇଥିଲା ଲୋକଙ୍କ ହାତ ପାଆନ୍ତାରେ ପହଞ୍ଚିବ ସରକାରୀ ସେବା । ଆଉ ବିଭିନ୍ନ ବିଭାଗରେ ଚାଲୁଥିବା ଯୋଜନାରେ ସ୍ବଚ୍ଛତା ବା ଟ୍ରାନ୍ସଫରନେସି ସହ ଟାଇମ ଓ ଟେକନୋଲୋଜିକୁ ଦିଆଯାଇଥିଲା ଗୁରୁତ୍ବ ।
#Odisha #ArgusNews #5t #MoSarkar #mosarkar5t