ଝୁଲନ୍ତା ଅଵସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣଙ୍କ ହେଲେ ବାଲିପାଟଣା ଥାନା ଅନ୍ତର୍ଗତ ତୁରୀନ୍ତିରା ଗାଁ ଦାମୋଦରପୁର ସାହିର ଚିନ୍ତାମଣି ମୁଦୁଲି । ତାଙ୍କର ବୟସ ୨୮ ବର୍ଷ । ଆଜି ସକାଳୁ କିଛି ଗ୍ରାମବାସୀ ଗାଁ ସ୍କୁଲ ପିଣ୍ଢାରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିବାକୁ ପାଇଥିଲେ ।
#Damodarpur #chintamanimuduli #suicide #village #Odisha #ArgusNews