#ପୁଣି_ପଦାରେ_ପଡିଲା_ଆପୋଲୋ_ମୋଡିକାଲର_ଜାଲିଆତି
#ଟଙ୍କା_ପାଇଁ_ପଜିଟିଭ_ନେଗେଟିଭ_ଖେଳ_ଖେଳୁଛି_ହସ୍ପିଟାଲ
#ଟଙ୍କା_ନଦେଲେ_ଛାଡିବେନି_ଶବ
ଟଙ୍କା ପାଇଁ ପଜିଟିଭ ନେଗେଟିଭ ଖେଳ ଖେଳୁଛି ଅପୋଲୋ ହସ୍ପିଟାଲ । ସୁର୍ଯ୍ୟ ନାରାୟଣ ମିଶ୍ର ଘର ପୁରୀ । ହାର୍ଟ ଟ୍ରିଟମେଣ୍ଟ ପାଇଁ ଡିସେମ୍ବର 26 ତାରିଖରେ ଆସିଥିଲେ । ତେବେ ଚିକିତ୍ସା ବାବଦକୁ ପାଖା ପାଖି 10 ଲକ୍ଷ ଟଙ୍କା ନେଇ ସାରିବା ପରେ ନାରାୟଣଙ୍କ ର ମୃତ୍ୟୁ କରୋନା ପାଇଁ ହୋଇଛି ବୋଲି କହୁଛନ୍ତି ଆପଲୋ ହସ୍ପିଟାଲ କର୍ତ୍ତୃପକ୍ଷ ।
#Apollo #hospital #covidissue #Fraud #Money #Bhubaneswar #Odisha #ArgusNews