#ଟାଟା_ପାଓ୍ବାର_ନାରେ_ସାଙ୍ଘାତିକ_ଅଭିଯୋଗ
#ଗ୍ରାହକଙ୍କୁ_ଲୁଟିବା_ପାଇଁ_ବିଳମ୍ବରେ_ବିଲ_ଦେଉଛି_ଟାଟା_ପାଓ୍ବାର
ୟୁନିଟ ପିଛା ୩ ଟଙ୍କା ବଦଳରେ ଲୁଟୁଛି ୫ ଟଙ୍କା ୮୦ ପଇସା । କେବଳ ସେତିକି ନୁହେଁ ଅନ୍ୟ ଜିଲ୍ଲାରେ ମନଇଚ୍ଛା ପାଓ୍ବାର କଟ କରି,ଦେବାକୁ ଥିବା ଜୋରିମାନାକୁ ମଧ୍ୟ ବିଦ୍ୟୁତ ବିତରକ କମ୍ପାନୀ ଫାଙ୍କୁଛନ୍ତି ବୋଲି ଅଭିଯୋଗ ହୋଇଛି।
#ArgusNews #Odisha #TataPower #TPCODL #Allegations #ElectricityBill