#ଟାଟୁ_ଟାଟୁ_ଟାଟୁ_ତୋ_ଅ_ଯାଗାରେ_ଟାଟୁ
ଆଜିକାଲି ଯୁବପିଢି ମାନେ ସୋସିଆଲ ମିଡିଆ ଜରିଆରେ ପଥଭ୍ରଷ୍ଠ ହେଉଛନ୍ତି ସେମାନଙ୍କୁ ସଚେତନ କରାଇବା ଉଦ୍ଧେଶ୍ୟରେ ଏହି ଗୀତ ତିଆରି ହୋଇଛି। ଜଲିଉଡ଼ ଟାଇଗର ଦୈତାରି ପଣ୍ଡା ସଂଳାପ ଦେଇଥିବା ବେଳେ ରାଜ୍ କୁମାର କଣ୍ଠ ଦାନ କରିଛନ୍ତି ।
#ArgusNews Daitari Panda #odiasong #tatoo