ଗ୍ଲୋବାଲ ଟେଣ୍ଡରରେ କୌଣସି ଗ୍ୟାରେଣ୍ଟି ନଥିଲା ବୋଲି ଆଜି କହୁ କହୁ କହିଦେଲେ କମିଟିର ଆବାହାକ ଡା ସିବିକେ ମହାନ୍ତି। ଡା ମହାନ୍ତିଙ୍କ ଏହି ବୟାନ ପରେ ସରକାରଙ୍କ ଅସଲ ଉଦ୍ଦେଶ୍ୟ ଧରାପଡିଥିବା ବେଳେ ଗ୍ଲୋବାଲ ଟେଣ୍ଡର ନାଁରେ ଯେ ଲୋକଙ୍କୁ ବୋକା ବନଯାଇଛି ଏହା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି
#ArgusNews #Odisha #NewsChannel #ArgusNewsTV #global_tender