ଦୁର୍ଗାପୂଜା ପାଇଁ ଗାଇଡଲାଇନ ଜାରି କରିଥିଲେ ଭୁବନେଶ୍ୱର ମହାନଗର ନିଗମ । ରାତି କର୍ଫୂ ଲାଗୁ ନେଇ ନୋଟିସ ମଧ୍ୟ ଦିଆଯାଇଥିଲା । ଗତ କାଲି ରାତିରେ ଜଣେ ପ୍ରଫେସର ନିୟମ ଉଲଘଂନ ସହ ଫାଇନ କାଟିଥିଲେ । ଶୁଣନ୍ତୁ କଣ କହୁଛନ୍ତି ପ୍ରଫେସର ଜଣକ
#DurgaPuja #Guideline #NightCurfew #BMC #OdishaPolice #professor #Fine #Odisha #ArgusNews