#ଟୁରିଜିମ_ସେକ୍ଟରର_ଅଭିବୃଦ୍ଧି_ସହିତ_ବଢିବ_ରୋଜଗାର_କ୍ଷମତା
#ଆଗାମୀ_୧୦_ବର୍ଷରେ_ବଦଳିବ_ରାଜ୍ୟର_ଚିତ୍ର
ନୂଆବର୍ଷର ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡକୁ ୧୭,୫୪୭ କୋଟି ଟଙ୍କାର ଉପହାର ଦେଇଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗୁରୁବାର ୨୩ ପରିଯୋଜନାର ଶିଳାନ୍ୟାସ କରିଛନ୍ତି। ଏସବୁ ପରିଯୋଜନା ଦ୍ୱାରା ରାଜ୍ୟର ବିକାଶ ଧାରା ତ୍ୱରାନ୍ବିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
#Odisha #ArgusNews #uttarakhand #tourism #uttarakhandtourism #PrimeMinister #NarendraModi