ପଞ୍ଜିକରଣ ପରେ ବି ଟୋକନ ନ ମିଳିବା ପ୍ରତିବାଦ ଧାରଣାରେ ବସିଛନ୍ତି ଚାଷୀ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ସେବା ସମବାୟ ସମିତିରେ ରବିଧାନ କ୍ରୟପାଇଁ ଫର୍ମ ଦାଖଲ୍ କରି ମଧ୍ୟ ନାମ ପଞ୍ଜିକରଣ ହୋଇନଥିବା ଯୋଗୁଁ ଚାଷୀମାନେ ଆଜି ମଣ୍ଡିରେ ଧାରଣାରେ ବସିଛନ୍ତି
#ArgusNews #Odisha #ArgusNewsTV #NewsChannel #Boudh #Farmer_Problem #Registration