#ଟୋପେ_ଜଳ_ପାଇଁ_ହନ୍ତସନ୍ତ_ଗ୍ରାମବାସୀ
ବଲାଙ୍ଗୀର ଯୁବାମାଲ ଗାଁରେ ପାନୀୟ ଜଳର ଅଭାବ। ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା। ୮ବର୍ଷ ହେବ ଗାଁକୁ ପାଇପ ଲାଇନ୍ ବିଛା ହେଇଛି ସତ। କିନ୍ତୁ ଆରମ୍ଭ ହୋଇପାରୁନି ଜଳ ଯୋଗାଣ।
#ArgusNews #Odisha #ArgusNewsTv #Bolangir #Kantabanji #WaterProblem