#ଟ୍ବିନ_ସିଟି_ପାଲଟିଛି_ଧଳାଜହରର_ହବ୍
ଟ୍ବିନ ସିଟି ପାଲଟିଛି ଧଳାଜହରର ହବ୍ । ଭୁବନେଶ୍ବର ବାଲିଅନ୍ତାରୁ 260 ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ରାଜଧାନୀକୁ ଡ୍ରଗ୍ସମୁକ୍ତ କରିବାକୁ ଅଭିଯାନ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି ପୋଲିସ କମିସନର । 10 ମାସରେ ଧରାହେଲାଣି 10 କେଜିରୁ ଅଧିକ ବ୍ରାଉନସୁଗାର
#BBSR #Policecommissioner #Odisha #ArgusNews