ଟ୍ରକ ତଳେ ଚାପି ହୋଇ ଦୁଇ ବାଇକ ଆରୋହି ମୃତ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିଂଧେକେଲା ଥାନାର ଭବାନୀପାଟଣା ଖଡ଼ିଆଳକୁ ସଂଯୋଗ କରୁଥିବା ରାସ୍ତା ଚାନ୍ଦୋତରା ଛକ ଠାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
#Balangir #Bangomunda #Chandotarajunction #trucks #Odisha #ArgusNews