ଟ୍ରକ ଧକ୍କାରେ ବରିଷ୍ଠ ଆଇନଜୀବି ମୃତ । ସମ୍ବଲପୁର ସାକ୍ଷିପଡା ସ୍ଥିତ ସରଲାକାନି ଛକ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଘଟଣା ସ୍ଥଳରେ ଚାପା ଉତ୍ତେଜନା , ଟ୍ରକ ଅଟକ ରଖି ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥ ଅବରୋଧ କରିଛନ୍ତି।
#Sambalpur #TruckAccident #RoadAccident #Advocate #Death #Protest #ArgusNews