ଟ୍ରାନ୍ସପୋର୍ଟ ଅଧିକାରୀଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ । ମିଟିଂରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଝାଡିଲେ ଜନତା । ଏ ଦୃଶ୍ୟ ହେଉଛି ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ବୈଠକର ।
#transportofficials #Paralakhemundi #public #Gajapati #TransportDepartment #Meeting #Odisha #ArgusNews