#ଠକେଇର_ନୂଆ_ତରିକା !
#ଭିଡିଓ_ଦେଖିଲେ_ମିଳିବ_ଟଙ୍କା
#ଟଙ୍କା_ହରାଇଲେଣି_ହଜାର_ହଜାର_ଯୁବକ
ଭିଡିଓ ଦେଖିଲେ ଟଙ୍କା ମିଳିବ । ଏମିତି କିଛି ଲୋଭନୀୟ ଅଫର ଦେଇ ଯୁବକ ଯୁବତୀଙ୍କ ଠାରୁ ଟଙ୍କା ଠେକି ନେଉଛନ୍ତି ସାଇବର ଠକ । ଠକେଇ ହେଉଥିବା ଆକାଉଣ୍ଟ ଭୁବନେଶ୍ବରର ଏକ ବ୍ରାଞ୍ଚର ଜଣାପଡିବା ପରେ ଭୁବନେଶ୍ବରରୁ ହିଁ ଏହି ଠକେଇ ହେଉଥିବା ଅନୁମାନ କରାଯାଉଛି ।
#Bhubaneswar #cybercrime #videos #Account #YouthMass #Odisha #ArgusNews