ଠିକାକାମ ପାଇଁ ରାତି ଅଧରେ ହାଣିଦେଲେ ନଦୀବନ୍ଧ ।
ରାତିଅଧରେ ନଦୀବନ୍ଧ ହାଣିଲେ। ଠିକାକାମ ପାଇଁ ଭୁଲିଗଲେ ମାନବିକତା। ଆଉ ନିଜର ସ୍ୱାର୍ଥ ପାଇଁ ସାଧାରଣ ଲୋକଙ୍କୁ ପକାଇଲେ ହଇରାଣରେ। ସୃଷ୍ଟି ହେଲା ମନୁଷ୍ୟକୃତ ଘାଇ। ଲୋକେ ହେଲେ ହନ୍ତସନ୍ତ.।ପୁଣି ବିବାଦରେ ଯାଜପୁର ଜିଲ୍ଲା।
#ArgusNews #Odisha #Jajpur #River #Controversy