#କୁଆଡେ_ଗଲା_ସରକାରଙ୍କ_ପକ୍କା_ଘର_ଯୋଜନା?
ନବରଙ୍ଗପୁର ଝରିଗାଁରେ ଆବାସ ଯୋଜନାରେ ଦୁର୍ନୀତିର ଚିତ୍ର। ଦୁଇ ବର୍ଷ ହେବ ହିତାଧିକାରୀଙ୍କୁ ମିଳିଛି ଟଙ୍କା। କିନ୍ତୁ ଏପର୍ଯ୍ୟନ୍ତ ହୋଇନି ଘର କାମ । ସରକାରୀ ଟଙ୍କା ଧରି ଠିକାଦାର ଛୁ ମାରିଥିବା ଅଭିଯୋଗ।
#ArgusNews #Odisha #ArgusNewsTv #Nabrangpur #awasyojnascam