#ଠିକାଦାରଙ୍କ_ପାଖରେ_ବନ୍ଧାପଡିଛି_ଆବାସ
#ସରକାରୀ_ଅର୍ଥ_ସରିଗଲାଣି_ହେଲେ_ସରିନି_ଘର
କେବେ ବଦଳିବ ଭାଗ୍ୟ ?କ'ଣ ଭଙ୍ଗା କୁଡିଆ ଘରେ ବିତିଯିବ ସାରା ଜୀବନ ?କୁଆଡେ ଗଲା ସରକାରଙ୍କ ପକ୍କା ଘର ଯୋଜନା ? ଅଧାପନ୍ତରା ଅବସ୍ଥାରେ ପଡି ରହିଥିବା ଘରକୁ ନେଇ ଚିନ୍ତାରେ ଗରିବ ହିତାଧିକାରୀ...ଝରିଗାଁ ବ୍ଲକ,ପାଲିଆ ପଞ୍ଚାୟତର ବଡ଼ନୀ ଗାଁରୁ ଆସିଲା ସାଂଘାତିକ ଅଭିଯୋଗ।
#ArgusNews #ArgusNewsTV #Odisha #Nabarangpur #PakkaGharYojana