#ମିଳିମିଶି_ଖାଇଗଲେ_ପିଚୁ...
#କାକଟପୁର_ପରେ_ସୁନ୍ଦରଗଡ଼ରୁ_ଆସିଲା_ଚିତ୍ର
ଉଡିଲା PC MUST STOP ର ଧଜ୍ଜିଆ I ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଦେଖୁଛନ୍ତି ନା ନାହିଁ I
ନଜର ପକାନ୍ତୁ ଏ ଦୃଶ୍ୟ ଉପରେ।
#ArgusNews Susanta Singh CMO Odisha #roadpatching #roadconditions #Baragarh