#ଠିକା_ନିଯୁକ୍ତିକୁ_ନେଇ_ନୂଆ_ବିବାଦ
ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଇନିସିଆଲ ଆପଏଣ୍ଟିଜର ମାନ୍ୟତା ମିଳିବା ପରେ ସରକାରଙ୍କ ଗଳାରେ ଫସିଲା ସଂରକ୍ଷଣ କଣ୍ଟା । ଠିକା ନିଯୁକ୍ତିରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦାବିରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି ।
#BJP #protest #CMOOdisha #OBC #OTHERBACKWARDCLASS #Odisha #ArgusNews