#୧୭ନେ_ସରବା_କଥା_ଏବେତକ୍_ନାଇଁ_ସରବାର୍
#ଫ୍ଲାଏଓଭର୍_ଲାଗି_ସହର୍_ନେ_ଦେଖଆଯାଉଛେ_ଟ୍ରାଫିକ୍_ସମସ୍ୟା
କାମ୍ ଯଲ୍ଦୀ ନାଇଁ ସରଲେ ଜନ ଆନ୍ଦୋଲନ୍ ର ଧମକି । ସମିୟ ଗଡୁଛେ ହେଲେ ନାଇଁ ସରବାର୍ ଫ୍ଲାଏ ଓଭର୍ ବନା କାମ୍। ସଜଡାବା ଜାଗା ନେ ବିଗଡୁଛେ ମାହୋଲ୍। ଟ୍ରାଫିକ ବ୍ୟବସ୍ଥା ସଜାଡାବାକେ ବନା ହେଉଥିଲା ଫ୍ଲାଏ ଓଭର୍। ହେଲେ ଏବେ ସେ ଫ୍ଲାଏ ଓଭର୍ ଲାଗି ଦେଖବାକେ ମିଲୁଛେ ଟ୍ରାଫିକ୍ ସମସ୍ୟା।
#ArgusNews #ArgusNewsTV #Odisha #Sambalpur #flyoverbridge