#ଡଷ୍ଟବିନ_ଏଠି_ଭୋକିଲାର_ଭାତ_ହାଣ୍ଡି
ଭୋକରେ ଜଳି ଯାଉଛି ପେଟ । ଆଉଟୁ ପାଉଟୁ ଜୀବନ । ପେଟର ଭୋକ ଅସହ୍ୟ ହେଲେ ମଣିଷ ଭୁଲି ଯାଏ ହିତାହିତ । ବଞ୍ଚିବା ପାଇଁ ଫୋପାଡି ଦିଏ ଭଲ ମନ୍ଦର ପାର୍ଥକ୍ୟ । ପାଟି ସୁଆଦକୁ ପଚାରେ କିଏ ? କିଏ କଣ କହିବ, ସେଥି ପ୍ରତି ବି ନଜର ଦିଏନି କ୍ଷୁଧାର୍ତ୍ତ । ଯେଉଁ ସମାଜ ତା’କୁ ଗଣ୍ଡେ ଖାଇବାକୁ ଦେଇ ପାରିଲାନି, ସେ ତା’ ବିଷୟରେ ଚିନ୍ତା କରିବ ବା କାହିଁକି ? ଦଷ୍ଟବିନର ଅଳିଆ ଗଦା ହୋଇ ଯାଏ ଭୋକିଲା ମଣିଷର ଖାଦ୍ୟ ଠିକଣା ।
#dustbin #hungryman #hungryanimal #Odisha #ArgusNews