ଡାକ୍ତରଖାନା ଭିତରେ ବୁଲୁଛନ୍ତି ଦଲାଲ । ଡାକ୍ତରଙ୍କ ପାଖରେ ବୁଲୁଥିବା ବେଳେ ଡାକ୍ତର ରୋଗୀଙ୍କୁ ପରୀକ୍ଷା ନିମନ୍ତେ ଚିଠା ଦେବା ମାତ୍ରେ ଏମାନେ ମାଡି ବସନ୍ତି ରୋଗୀକୁ । ଆଉ ରୋଗୀକୁ ନେଇ ବେସରକାରୀ କ୍ଲିନିକ୍ରେ ପରୀକ୍ଷା କରାଇ ବେଶ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି କିଛି କ୍ଲିନିକ୍ ମାଲିକ ।
#Udala #medical #patients #DR #Odisha #ArgusNews