ଗୁଣାତ୍ମକ ଶିକ୍ଷା ପାଇଁ ଲେକ୍ଚର ଅଭାବ, ମାସିକ ଷ୍ଟାଇପେଣ୍ଟ ବୃଦ୍ଧି ଏବଂ ଫାଙ୍କା ପଡିଥିବା ପୋଷ୍ଟ ପୂରଣ ଦାବି ନେଇ ନାରାବାଜି କଲେ ଅଭିନ୍ନ ଚନ୍ଦ୍ର ହୋମିଓପାଥି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଡାକ୍ତରୀ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଦାବୀ ଜଲଦି ପୂରଣ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଲେଜ ଅଧ୍ୟକ୍ଷା ଡ଼. ବିଜୟଲକ୍ଷ୍ମୀ ବିଶୋଇ
#medicalstudentstrike #homeopathycollege #lecture #ArgusNews