ପାଣି ଘେରରେ ଅନେକ ଗାଁ, ହଜାର ହଜାର ପରିବାର ଭୋକ ଉପାସରେ ପଡିରହିଛନ୍ତି । ହେଲେ ଜିଲ୍ଲାପ୍ରଶାସନର ମୁଖିଆ ଦେଉଛନ୍ତି ବେଫିକର ବୟାନ...ଲୋକେ ଜଳବନ୍ଦୀରେ ଛଟପଟ ହେଉଥିବା ବେଳେ କୈାଣସି ଅଞ୍ଚଳ ଜଳବନ୍ଦୀ ହୋଇନଥିବା କହି ବିବାଦକୁ ଆସିଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ...
#ArgusNews #Odisha #Bhadrak #Cocllector_Contrivercy