ଡିଏମଏଫ ଫଣ୍ଡର ଅପବ୍ୟବହାର ଅଭିଯୋଗ !
ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ମାଷ୍ଟର ପ୍ଲାନ । ଶାସକ ଦଳର ସେଲସମ୍ୟାନ ସାଜିଛନ୍ତି ଜିଲ୍ଲାପାଳ । ଦସ୍ତାବିଜ ଖୋଲିଦେଲା ଅସଲ ଗୁମର । ଗାଇଡଲାଇନ ବିରୋଧରେ ଯାଇ କେମିତି ଖର୍ଚ୍ଚ ହେଉଛି ଫଣ୍ଡ
#Sundargarh #DMFFund #BJD #Collector #guideline #Corruption #Odisha #ArgusNews