#ଡିଏମ୍ଏଫ୍_ପାଣ୍ଠି_ଆଦାୟରେ_ଅନିୟମିତତା
#ଖଣି_ଲିଜ୍ଧାରୀଙ୍କୁ_ଅନୁକମ୍ପା
#ଅନୁକମ୍ପା_ଦେଖାଇଛନ୍ତି_ରାଜ୍ୟ_ସରକାର
ଖଣି ଲିଜଧାରୀଙ୍କୁ ସରକାରଙ୍କ ଅହେତୁକ ଅନୁକମ୍ପା ଯୋଗୁ ରାଜସ୍ବ କ୍ଷତି । ଖଣି ଅଞ୍ଚଳର ବିକାଶ ପାଇଁ ଲାଗୁଥିବା ଜିଲ୍ଲା ଖଣିଜ ଉନ୍ନୟନ ପ୍ରତିଷ୍ଠାନକୁ ଖଣି ଲିଜଧାରୀ ନିୟମ ଅନୁସାରେ ରୟାଲିଟି ନ ଦେବାରୁ 1463 କୋଟି କ୍ଷତି ହୋଇଛି । ସିଏଜି ଧରିଛି ସରକାରଙ୍କ ଏହି ସତ ।
#DMF #FundCollection #OdishaGovt #Revenuelosses #OdishaCM #Odisha #ArgusNews