#ଧରା_ପଡିଲା_ସ୍ମାର୍ଟ_କାର୍ଡର_ସତ
#କପି_କରି_ନଂ_୧_ହେବାକୁ_ପ୍ରଚେଷ୍ଟା
ଖୋଲିଗଲା ରାଜ୍ୟ ସରକାରଙ୍କ ସ୍ମାର୍ଟ କାର୍ଡର ପୋଲ । କେନ୍ଦ୍ରୀୟ ଯୋଜନାକୁ ଚତୁରତାର ସହ କପି କରି ଏକ ନମ୍ବର ହେବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣ ସାମ୍ନାକୁ ଆସିବା ପରେ ଧରାପଡିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚତୁରତା ।
#bijusmartcard #CMOOdisha #digitalcard #PMOIndia #NarendraModi #HealthDepartment #Odisha #ArgusNews